Suktisudha1
ସୁକ୍ତିସୁଧା सुक्तिसुधा 🌻 Immortal Quotes संस्कृत (मूल) सत्येन ब्रह्मचर्येण व्यायामेनाथ विद्यया । देशभक्त्याऽऽत्मत्यागेन सम्मानार्ह सदा भवः ।।१।। ସଂସ୍କୃତ ସତ୍ୟେନ ବ୍ରହ୍ମଚର୍ଯ୍ୟେଣ ବ୍ୟାୟାମେନାଥ ବିଦ୍ୟୟା । ଦେଶଭକ୍ତ୍ୟାଽଽତ୍ମତ୍ୟାଗେନ ସମ୍ମାନାର୍ହ ସଦା ଭବ ।। ୧।। English Living in righteous manner, controlling the senses, doing physical exercise or labour, acquiring knowledge, being loyal to the nation, sacrifying the self makes you deserve respect ever. ଓଡ଼ିଆ ସତ୍ୟମାର୍ଗରେ ଚାଲିବା, ଇନ୍ଦ୍ରୀୟଗୁଡ଼ିକୁ ସଂଯମ କରିବା, ବ୍ୟାୟାମ ତଥା ଶ୍ରମ କରିବା, ବିଦ୍ୟା ଅର୍ଜନ କରିବା, ଦେଶଭକ୍ତି କରିବା ତଥା ସ୍ବାର୍ଥ ତ୍ୟାଗ କରିବା ଦ୍ୱାରା ସର୍ବଦା ସମ୍ମାନର ଯୋଗ୍ୟ ହୁଅନ୍ତି । ସମ୍ବଲ୍ପୁରୀ/କୋଶ୍ଲି ସତ୍ କାମ୍ କରି, ଆଏଁଖ୍-କାନ୍ ସବୁ ଇନ୍ଦ୍ରୀୟକେ ଆଏତେଁ ରଖି, ବ୍ୟାୟାମ୍ ଅଉ ମେହେନତ୍ କରି, ପାଠ୍ ପଢ଼ିକରି, ଦେଶ୍ଭକ୍ତି କରି, ସ୍ଵାର୍ଥକେ ମୁର୍ଚ୍ଛି କରି ସବୁବେଲେଁ ସମ୍ମାନ୍ ପାଏବାର୍ ହକ୍ଦାର୍ ହେସନ଼ ।। . हिंदी सत्य द्वारा, इंद्रियों पर नियंत्रित कर, शारीरिक व्यायाम या श्रम करके , पढ़ाई करके, वतन के प्रति वफादारी निभा कर, आत्म-बलिदान करके आप हमेशा सम्मान का पात्र बनते हैं।