Posts

Suktisudha1

Image
  ସୁକ୍ତିସୁଧା सुक्तिसुधा 🌻 Immortal Quotes संस्कृत (मूल) सत्येन ब्रह्मचर्येण व्यायामेनाथ विद्यया । देशभक्त्याऽऽत्मत्यागेन सम्मानार्ह सदा भवः ।।१।। ସଂସ୍କୃତ ସତ୍ୟେନ ବ୍ରହ୍ମଚର୍ଯ୍ୟେଣ ବ୍ୟାୟାମେନାଥ ବିଦ୍ୟୟା । ଦେଶଭକ୍ତ୍ୟାଽଽତ୍ମତ୍ୟାଗେନ ସମ୍ମାନାର୍ହ ସଦା ଭବ ।। ୧।। English Living in righteous manner, controlling the senses, doing physical exercise or labour, acquiring knowledge, being loyal to the nation, sacrifying the self makes you deserve respect ever. ଓଡ଼ିଆ ସତ୍ୟମାର୍ଗରେ ଚାଲିବା, ଇନ୍ଦ୍ରୀୟଗୁଡ଼ିକୁ ସଂଯମ କରିବା, ବ୍ୟାୟାମ ତଥା ଶ୍ରମ କରିବା, ବିଦ୍ୟା ଅର୍ଜନ କରିବା, ଦେଶଭକ୍ତି କରିବା ତଥା ସ୍ବାର୍ଥ ତ୍ୟାଗ କରିବା ଦ୍ୱାରା ସର୍ବଦା ସମ୍ମାନର ଯୋଗ୍ୟ ହୁଅନ୍ତି । ସମ୍ବଲ୍‌ପୁରୀ/କୋଶ୍‌ଲି ସତ୍ କାମ୍ କରି, ଆଏଁଖ୍-କାନ୍ ସବୁ ଇନ୍ଦ୍ରୀୟକେ ଆଏତେଁ ରଖି, ବ୍ୟାୟାମ୍ ଅଉ ମେହେନତ୍ କରି, ପାଠ୍ ପଢ଼ିକରି, ଦେଶ୍‌ଭକ୍ତି କରି, ସ୍ଵାର୍ଥକେ ମୁର୍ଚ୍ଛି କରି ସବୁବେଲେଁ ସମ୍ମାନ୍ ପାଏବାର୍ ହକ୍‌ଦାର୍ ହେସନ଼ ।। . हिंदी सत्य द्वारा, इंद्रियों पर नियंत्रित कर, शारीरिक व्यायाम या श्रम करके , पढ़ाई करके, वतन के प्रति वफादारी निभा कर, आत्म-बलिदान करके आप हमेशा सम्मान का पात्र बनते हैं।

ଆତ୍ମ ନିରୀକ୍ଷଣ (Introspection)

Image
 

ବେଙ୍ଗ ଲଥାନି

Image
ବେଙ୍ଗ ଲଥାନି : ବୁଢ଼ା ଦାଦାର୍ କଥାନି ମୂଲ୍କରା ( ଲେଖକ୍ ନିଜର୍ କୈଶୋର ଅବସ୍ଥା ବେଲର୍ ଅଙ୍ଗେନିଭାଲା ଅନୁଭୂତିନୁ ଇଟା ଲେଖିଛେ ।) ୨୦୦୧ ସାଲ୍, ଫୁସ୍‌ ମାସର୍ ଉଜୁଲ୍ ପଖର୍ କେନ୍ସି ଗୁଟେ ବାର୍। ଘଡ଼ି ଦେଖ୍ଲେଁ ରାତିର୍ ଆଠ୍ ଆଡ଼କେ ବାଜିବସ୍ଲା ନ । ଉଡ଼ିସା ରାଏଜର୍ ପଶ୍ଚିମ୍ ତରାକୁତି ଥିବାର୍ ଗୁଟେ ଗାଁର୍ ମଝା ଖୁଏଲ୍ ଲାଗିକରି ଗୁଟେ ମାଏଟ୍ ପାଟେନ୍ ଖପର୍ ଘର୍। ୩ କିଲାସର୍ ଚିଣ୍ଟୁ ଭାତ୍, ଦାଏଲ୍ ସାଙ୍ଗେ, ପୁଡ଼ାଲା ବାଏଗନ୍ ଚିଟ୍କା ଆଁଏଖ୍ ଯେକ୍ ଖାଇ ସାର୍ଲା । ଗିଲାସେ ପାନିର୍ ଅଧା ପି କରି ଅଧାଥିଁ ଘର୍‌ବାଟେଁ ଦୁଇ ପୁଚ୍‌କା ଆଁଚି କରି ଗିଲାସ୍‌କେ ଦୁଆର୍ବନ୍ଧେ ଠନ୍ କରି ଥୁଇଲା କି ଭିତର୍ ଆଡ଼ୁ ଆବାଜ୍‌ଟେ କାନେ ରଟୋ କଲା, "ଗିଲାସ୍‌କେ ହେ ମଝା ଗାଁ-ଖୁଲିଁ ରଖ୍ !" ପିଲାଟା ତତାପନା ହେଇଁ ଗିଲାସ୍କେ ଉଠାଲା ଅଉ ଭିତର୍‌କୁତି ଟିକେ ଥୁଇଲା । ଦୁହି ହାତେଁ ଗିଲାସ୍ ଟେକି କରି ଚାହା ଢୁକୁଥିବାର୍ ତଲିପଡ଼ା ଅଙ୍ଗେନ୍‌ବାଡ଼ିର ପୁର୍‌ଖା ପାଠୁଆ ଚିକିର୍ ମୁଁଡ଼ର୍ ଚୁଟିକେ ଚିଣ୍ଟୁ ଚାହାଲିଁ କରି କହେଲା, "ଗୁଡ଼ିତଲ୍‌କେ କଥାନି ଶୁନି ଯ‌ଉଛେଁ, ଆଏବୁରେ ମାକ୍‌ଡ଼ି ।" ଚାହା ଗିଲାସ୍ କେ ତଲେଁ ଥୁଇ କରିଁ ଫଟକାନ୍ଦିଟେ କାନ୍ଦିକରି ଚିକି କହେଲା, "ଇଏଏଏ .... ମାଁ ...ବାଲ୍ ଧିତୁଛେ, ମାଁକ୍‌ଦି ବଲୁଛେ। ମାକଦ୍ ବଲ୍ । ଏ ମାକଦ୍ । ମାକଦ୍ , ଅତ୍‌କ । ଦିମା।" ତାର୍ ବୁଆର ରାଜକୁମାରୀ ...

ଧନା

Image
କାଣା ଆଏ ସେ ? ୧. ମହାମେରୁ ଆଏ ମୋର୍ ବାହା ।                    ନଖ୍ ଟିପି ମାନେ ଆନ୍ ନରମ୍ । ଭୁଖା କେ ଖାଆନା ଦେସିଁ ମୁଇଁ ।                     ଜନ୍ତୁ ମାନଙ୍କୁ ଦେସିଁ ସଫା ପବନ୍। ୨.  ତେଲ୍ ନେ ପିଏଁ ମୁଇଁ                   ଦୁଇ ଗୁଡ଼େଁ ପିଇସିଁ ପବନ୍ । ଏକ୍ ନୁ ତିନ୍ ଝନ୍ ବୁହିଁ ଦୌଡ଼ିସିଁ                 ହେଲେଁ ଦୁହି ପାଦ୍ ଭୂଇଁ ନେ ଲାଗନ୍ । ୩ .  ସୁନା, ରୂପାନୁ ବି ମୁଇଁ ଜହ ଦର୍‌କାରୀ                 ମୁଇଁ ନେ ହେଲେଁ କିହେ ନେ ଚଲନ୍। କେନ୍‌ମାସେଁ ମୁଇଁ ଖେତେଁ, ଗାଁ-ସହରେଁ ଜହ ତ,             କେଭେଁ ମତେ ଚାହିଁ ଟାଖିଁ ଦୁନିଆଁ ଗରମ୍। ୪.  କେନ ଖେର୍‌ଖେସୋ ମୋର୍ ଦିହି ତ                 କେନ ପତ୍‌ଲା ଅଉ ଚିକନ୍। ଚିକେନ୍, ମଟନ୍, ଛତି ଯାଏଁ ଭୁଜି ହେଲେଁ            ମତେ ନେ ମିସାଲେଁ କିହେ ନେ ଚଲନ୍। ୫.  ଜ‌ଙ୍ଗଲ୍ ତରେଁ ମୋର୍ ଘର୍   ...