ଧନା
କାଣା ଆଏ ସେ ?
୧. ମହାମେରୁ ଆଏ ମୋର୍ ବାହା ।
ନଖ୍ ଟିପି ମାନେ ଆନ୍ ନରମ୍ ।
ଭୁଖା କେ ଖାଆନା ଦେସିଁ ମୁଇଁ ।
ଜନ୍ତୁ ମାନଙ୍କୁ ଦେସିଁ ସଫା ପବନ୍।
୨. ତେଲ୍ ନେ ପିଏଁ ମୁଇଁ
ଦୁଇ ଗୁଡ଼େଁ ପିଇସିଁ ପବନ୍ ।
ଏକ୍ ନୁ ତିନ୍ ଝନ୍ ବୁହିଁ ଦୌଡ଼ିସିଁ
ହେଲେଁ ଦୁହି ପାଦ୍ ଭୂଇଁ ନେ ଲାଗନ୍ ।
୩. ସୁନା, ରୂପାନୁ ବି ମୁଇଁ ଜହ ଦର୍କାରୀ
ମୁଇଁ ନେ ହେଲେଁ କିହେ ନେ ଚଲନ୍।
କେନ୍ମାସେଁ ମୁଇଁ ଖେତେଁ, ଗାଁ-ସହରେଁ ଜହ ତ,
କେଭେଁ ମତେ ଚାହିଁ ଟାଖିଁ ଦୁନିଆଁ ଗରମ୍।
୪. କେନ ଖେର୍ଖେସୋ ମୋର୍ ଦିହି ତ
କେନ ପତ୍ଲା ଅଉ ଚିକନ୍।
ଚିକେନ୍, ମଟନ୍, ଛତି ଯାଏଁ ଭୁଜି ହେଲେଁ
ମତେ ନେ ମିସାଲେଁ କିହେ ନେ ଚଲନ୍।
୫. ଜଙ୍ଗଲ୍ ତରେଁ ମୋର୍ ଘର୍
କେଭେଁ କେଭେଁ ଗାଁ କେ ଆଏସିଁ।
ଗୋଡ଼୍ ଗୁଠେ ନେନ ମୋର୍
ଫେର୍ ବି ସଲୋ ସଲୋ ପଲାସିଁ ।
୬. ଗଛ୍କେ ଚିପିଁ କର୍ସନ୍ ପାଏନ୍
ସେ ପାଏନ୍ ଫେର୍ ହେସି ବାଟି
ପଥର୍ । ତୁମେ ସେ ପଥର୍ ଖାଏଲେଁ ଜାନ୍ବ ଯେ,ସଁସାରେ ନେନ ତାର୍ନୁ ବଡ଼୍ ମଧୁର୍ ।

୧ ନଂ ଟା ଗଛ୍ ହେବା ।
ReplyDelete2. Bicycle
ReplyDelete3 water.
ReplyDelete