Suktisudha1
ସୁକ୍ତିସୁଧା
सुक्तिसुधा 🌻 Immortal Quotes
संस्कृत (मूल)
सत्येन ब्रह्मचर्येण व्यायामेनाथ विद्यया ।
देशभक्त्याऽऽत्मत्यागेन सम्मानार्ह सदा भवः ।।१।।
देशभक्त्याऽऽत्मत्यागेन सम्मानार्ह सदा भवः ।।१।।
ସଂସ୍କୃତ
ସତ୍ୟେନ ବ୍ରହ୍ମଚର୍ଯ୍ୟେଣ ବ୍ୟାୟାମେନାଥ ବିଦ୍ୟୟା ।
ଦେଶଭକ୍ତ୍ୟାଽଽତ୍ମତ୍ୟାଗେନ ସମ୍ମାନାର୍ହ ସଦା ଭବ ।। ୧।।
ଓଡ଼ିଆ
ସତ୍ୟମାର୍ଗରେ ଚାଲିବା, ଇନ୍ଦ୍ରୀୟଗୁଡ଼ିକୁ ସଂଯମ କରିବା, ବ୍ୟାୟାମ ତଥା ଶ୍ରମ କରିବା, ବିଦ୍ୟା ଅର୍ଜନ କରିବା, ଦେଶଭକ୍ତି କରିବା ତଥା ସ୍ବାର୍ଥ ତ୍ୟାଗ କରିବା ଦ୍ୱାରା ସର୍ବଦା ସମ୍ମାନର ଯୋଗ୍ୟ ହୁଅନ୍ତି ।
ସମ୍ବଲ୍ପୁରୀ/କୋଶ୍ଲି
ସତ୍ କାମ୍ କରି, ଆଏଁଖ୍-କାନ୍ ସବୁ ଇନ୍ଦ୍ରୀୟକେ ଆଏତେଁ ରଖି, ବ୍ୟାୟାମ୍ ଅଉ ମେହେନତ୍ କରି, ପାଠ୍ ପଢ଼ିକରି, ଦେଶ୍ଭକ୍ତି କରି, ସ୍ଵାର୍ଥକେ ମୁର୍ଚ୍ଛି କରି ସବୁବେଲେଁ ସମ୍ମାନ୍ ପାଏବାର୍ ହକ୍ଦାର୍ ହେସନ଼ ।।
.
हिंदी
सत्य द्वारा, इंद्रियों पर नियंत्रित कर, शारीरिक व्यायाम या श्रम करके , पढ़ाई करके, वतन के प्रति वफादारी निभा कर, आत्म-बलिदान करके आप हमेशा सम्मान का पात्र बनते हैं।





Well thought
ReplyDeleteNoble thoughts ✨
ReplyDeleteNice initiative Chhotu 👍
ReplyDelete